LIBRISTO
LIBROAMANTO
povinné
Staňte sa súčasťou komunity milovníkov kníh z celého sveta a získajte hromadu výhod. Založiť účet zdarma
0
Doprava zadarmo s Packetou nad 59.99 €
Kuriér DPD 2.99 Kuriér GLS 3.99 Zberné miesto GLS 2.49 SPS 3.99 SPS Parcel Shop 2.99 Packeta kurýr 3.99 Slovenská pošta 3.99 Zberné miesto DPD 2.99 Packeta 2.99

Doprava zdarma pre objednávky nad 59,99 € s Packetou a SPS Boxmi.

Sahapathini

Jazyk OromštinaOromština
Kniha Brožovaná
Kniha Sahapathini Sriprasad Mohanty
Libristo kód: 50132367
Nakladateľstvo BLACK EAGLE BOOKS, november 2025
ଏଇ ସଂକଳନରେ ସ୍ଥାନିତ ଗପମାନଙ୍କର କିଛି ଦୁର୍ବଳତା ରହିଛି, ଯେଉଁଥିପାଇଁ ଏଇ ଅଗ୍ରଲେଖ ଆବଶ୍ୟକ ମନେହେଲା। ପ୍ରେମକୁ ନେଇ... Celý popis
? points 38 b
15.79
Skladom u dodávateľa Odosielame za 14-21 dní

Až 30 dní na vrátenie tovaru


Zákazníci tiež kúpili


A Life Worth Living Patricia Jenkins Burns / Kniha Brožovaná
common.buy 7.89
Nové
QUENTIN BLAKES AMAZING ANIMAL STORIES YEOMAN JOHN / Kniha Pevná
common.buy 14.78
NPD-Verbotsverfahren Kevin Niehaus / Kniha Brožovaná
common.buy 10.93
Opus Maximus, 1 Audio-CD Weinberger Böhmische / Audio Audio CD
common.buy 17.72
Triathlon Training in 4 Hours a Week Eric Harr / E-kniha Adobe ePub DRM
common.buy 18.73

ଏଇ ସଂକଳନରେ ସ୍ଥାନିତ ଗପମାନଙ୍କର କିଛି ଦୁର୍ବଳତା ରହିଛି, ଯେଉଁଥିପାଇଁ ଏଇ ଅଗ୍ରଲେଖ ଆବଶ୍ୟକ ମନେହେଲା।

ପ୍ରେମକୁ ନେଇ ପ୍ରତିବର୍ଷ ନୂଆକିଛି ଲେଖିବାର ପ୍ରୟାସ କଷ୍ଟକର ମନେହୁଏ। ତେବେ ଚରିତ୍ର ଖୋଜିବାବେଳକୁ ଅନେକ ସମୟରେ ବିଚାରୀ ସହପାଠିନୀମାନଙ୍କ ଉପରେ ଅନୁସନ୍ଧାନର ଯବକାଚରୁ ପ୍ରତିସରିତ ଆଲୋକରଶ୍ମି କେନ୍ଦ୍ରୀଭୂତ ହୋଇଯାଏ। ସେମାନଙ୍କ ବିଷୟରେ ଶୁଣାକଥାର ପରିମାର୍ଜିତ ରୂପ କିମ୍ବା ସଂପୂର୍ଣ୍ଣ କାଳ୍ପନିକ ବିଷୟକୁ ଅନେକ ସମୟରେ ମୋର ବନ୍ଧୁମାନେ ସତ ବୋଲି ଗ୍ରହଣ କରିଛନ୍ତି। କେବେ କେବେ କେହି କେହି କେଉଁ ସହପାଠିନୀ ବିଷୟରେ ମୁଁ ଲେଖିଥିବା ଗପ, ଯାହାକି ମୋ' ପାଇଁ କାଳ୍ପନିକ ହିଁ ଥିଲା, ନିରାଟ ସତକଥା ବୋଲି ଦୃଢ଼ତାର ସହ କହିଛନ୍ତି ଏବଂ ସେଇ ଚରିତ୍ରକୁ ନେଇ ସେଇ ମର୍ମରେ ଆଉକିଛି କଥା ବି ଉଲ୍ଲେଖ କରିଛନ୍ତି।

ସଂପୃକ୍ତ ସହପାଠିନୀମାନେ ଏସବୁକୁ ଦୈବାତ୍ ଏବଂ ଅନିଚ୍ଛାକୃତ ବୋଲି ଗ୍ରହଣ କରି ମତେ କ୍ଷମା କରିଦେବାକୁ ଅନୁରୋଧ।

ସଂକଳନରେ ସ୍ଥାନିତ ଗପମାନଙ୍କୁ ଏକାଠି କଲାବେଳେ ଆଉ ଗୋଟେ ପ୍ରଶ୍ନ ବି ମନକୁ ଆସିଲା। ସହପାଠିନୀମାନଙ୍କୁ ନେଇ ମୋର କ'ଣ ନିଜସ୍ୱ ଅନୁଭବ କି ଅଭିଜ୍ଞତା କିଛି ବି ନଥିଲା ? ଆହୁରି ବି ମୁଁ କଦାପି ସହପାଠିନୀ ଶବ୍ଦକୁ ପ୍ରେମିକାର ପ୍ରତିଶବ୍ଦ ବୋଲି ଭାବିନି।

ତେଣୁ ମୋର ସହପାଠିନୀମାନଙ୍କୁ ନେଇ କିଛି କଥା ଏଇ ଅଗ୍ରଲେଖରେ ରଖୁଛି, ଆଉ ସଂକଳନଟି ସେଇମାନଙ୍କୁ ଉତ୍ସର୍ଗ କରୁଛି।

ଏହି ସଂକଳନଟିର ପାଣ୍ଡୁଲିପି ପ୍ରସ୍ତୁତ କଲାବେଳେ ମନେହୋଇଛି, ମୁଁ ଯଦି ଅଗ୍ରଲେଖରେ ଥିବା ଚରିତ୍ରମାନଙ୍କୁ ନେଇ ପୂର୍ଣ୍ଣାଙ୍ଗ ଗପ ଲେଖିଥା'ନ୍ତି, ହୁଏତ ବେଶୀ ପ୍ରଭାବଶାଳୀ ଗପ ଉତୁରିଥାନ୍ତା!

ପୁଣି ଭାବିଛି, ସେଥିରେ ହୁଏତ ଅନେକ ବ୍ୟକ୍ତିଗତ କଥା ରହିଯାଇଥାନ୍ତା, ଯେଉଁଟା ସମସ୍ତଙ୍କୁ ଭଲ ଲାଗି ନ ଥାନ୍ତା। କଥାସବୁ ବି ଏକପାଖିଆ ହୋଇଥାନ୍ତା ଅର୍ଥାତ୍ ମୋ' ଦୃଷ୍ଟିକୋଣରୁ। ଆହୁରି ବି, ଅବସୋସ କ'ଣ ପାଇଁ? ଜୀବନ ତ ସବୁବେଳେ ଗପଠାରୁ ଆହୁରି ରୋମାଞ୍ଚକର ଓ ମହତ୍ତର! ---ଶ୍ରୀପ୍ରସାଦ ମହାନ୍ତି

Herečka & Polyglotka
EWA KASP pre
Prehrať video
Ewa Kasp
Libristo má najväčší výber cudzojazyčnej literatúry. Preto si knihy kupujem tu.

Informácie o knihe

Celý názov Sahapathini
Jazyk Oromština
Väzba Kniha - Brožovaná
Dátum vydania 2025
Počet strán 164
EAN 9781645607953
ISBN 164560795X
Libristo kód 50132367
Nakladateľstvo BLACK EAGLE BOOKS
Váha 216
Rozmery 140 x 216 x 9
Darujte túto knihu ešte dnes
Je to jednoduché
1 Pridajte knihu do košíka a vyberte možnosť doručiť ako darček 2 Obratom Vám zašleme poukaz 3 Knihu zašleme na adresu obdarovaného

Prihlásenie

Prihláste sa k svojmu účtu. Ešte nemáte Libristo účet? Vytvorte si ho teraz!

 
povinné
povinné

Nemáte účet? Získajte výhody Libristo účtu!

Vďaka Libristo účtu budete mať všetko pod kontrolou.

Vytvoriť Libristo účet
Knižný radca Libroamiko
Ahoj, som Libroamiko, môžem pomôcť?