Doprava zadarmo s Packetou nad 59.99 €
Pošta 4.49 SPS 4.99 Packeta kurýr 4.99 Packeta 2.99 SPS Parcel Shop 2.99

tuma apekhya re

Jazyk UrijštinaUrijština
E-kniha Adobe ePub
Nakladateľstvo Pencil, marec 2022
About the book:ଆରେ ବୋକି, ଯଦି ପ୍ରେମରେ ତପସ୍ୟା ନଥାଏ ତେବେ ତା ପବିତ୍ରତାକୁ ଅନୁଭବ କରିପାରିବା କେମିତି ?-ପ୍ରେମ ହ... Celý popis
? points 9 b
3.41
Skladom Ihneď na stiahnutie

About the book:ଆରେ ବୋକି, ଯଦି ପ୍ରେମରେ ତପସ୍ୟା ନଥାଏ ତେବେ ତା ପବିତ୍ରତାକୁ ଅନୁଭବ କରିପାରିବା କେମିତି ?-ପ୍ରେମ ହିଁ ପବିତ୍ର, ତାକୁ ପରଖିବାକୁ କଣ ତପସ୍ୟା ଦରକାର !କାହାଣୀର ନାୟକ ଓ ନାୟିକା ଦୁହେଁ ପରସ୍ପରକୁ ନିବିତାର ସହ ପରସ୍ପରକୁ ଭଲ ପାନ୍ତି । କିଛି କାରଣ ବଶତଃ ଦୁହେଁ ଅଲଗା ହୋଈ ଦୁହିଁଙ୍କ ପାଇଁ କେବଳ ତପସ୍ୟା କରିଛନ୍ତି | ପୂର୍ଣ୍ଣ ମିଳନ ସମୟରେ ପୁଣି ଥରେ କିଛି ସର୍ଭକୁ ନେଇ ରାସ୍ତା ଅଲଗା ହୋଇଛଯାଇଛି | କିନ୍ତୁ ପରିଶେଷରେ ଦୁହେଁ ଦୁହିଁଙ୍କ ଅପେକ୍ଷାରେ.. The Open Minded ପେଜ ଏବଂ ପେଜ ର କ୍ରିଏଟର ସୁମୀତ ଭୂୟାଁ କୁ ବହୁତ ବହୁତ ଧନ୍ଯବାଦ, ଯିଏ ସବୁେବେଳେ ମୋତେ ସାହାୟ୍ଯ କରିଛନ୍ତି। Please supportAbout the author:ନିଜ କଳ୍ପନା କୁ ଯିଏ ରୂପ ଦେଇ ପାରେ, ସେ ହୁଏତ ଲେଖିବା ଵା ଲେଖକ |କିନ୍ତୁ ମୋ ମନର କଳ୍ପନା ମୋତେ ଆଣି ଏତେ ବାଟରେ ପହଞ୍ଚେଇବଵା,ତା ହୁଏତ ଏକ ଚମତ୍କାର ଉପହାର ଦେଇଥିଲା ମୋ ଜୀବନ |ଏ ଶକ୍ତି ହୁଏତ ମୋ ମୋ କଲମରେ ପ୍ରେରିତ ଯାହା ନୂଆ ବୋହୂ, ହୃଦୟେ ମୋ ଜଗନ୍ନାଥ, ଉପାସନା ଭଳି ପୁସ୍ତକ ଉଦୟମାନ |ଏ ସବୁର ଜନ୍ମ ଖୋଲା ଆକାଶରେ ଉଡି ବୁଲୁଥିବା ଚୁଲବୁଲି ସମୟରେ, ହେଲେ ବର୍ତ୍ତମାନ ନାରୀ ଜନ୍ମର ଦ୍ୱତୀୟ ପାହାଚରେ ଗୋଡ ଦେବା ପାରେ" ତୁମ ଅପେକ୍ଷାର "ଜନ୍ମ....ହଁ ଅବଶ୍ୟ ପ୍ରତି ରାସ୍ତା ଅତିକ୍ରମ କରିବାକୁ ମୋ ସ୍ୱାମୀ ଏବଂ ମୋ ବୋଉ (ଶାଶୁ)ଶକ୍ତିର ପନ୍ଥା ସାଜିଛନ୍ତି |ମୋ ପ୍ରତିଟି ବହିକୁ ବୋଉ ଉତ୍ସଛୁକତାର ସହ ପଢ଼ନ୍ତି, ମୋ ବହି ପ୍ରକାଶ ହେବା ରେ ପ୍ରଥମ ବହି ତାଙ୍କର ହିଁ ଦରକାର |ଆଜି ଵି ଗୋଟେ କଥା ମନେ ଅଛି ଯେଉଁଦିନ ମୋ ଉପାସନା ପୁସ୍ତକ ପ୍ରକାଶିତ ହେବା ପାରେ ତାଙ୍କୁ ଦେଇଥିଲି ସେତେବେଳେ ସେ ମୋତେ କହିଥିଲେ ମୁଁ ୩ ଦିନ ଲାଗିପଡ଼ି ତୋ ବହି ପଢିସାରିଛି |ଏଇ ସ୍ନେହ ଓ ମମତା ହିଁ ମୋତେ ଆଗକୁ ଲେଖିବାକୁ ପ୍ରେରଣା ଯୋଗାଏ |ଏ ପୁସ୍ତକତି ମଧ୍ୟ ଅନ୍ୟ ପୁସ୍ତକ ଭଳି ଲୋକପ୍ରିୟ ହେଉ, ଏତିକ ହିଁ ବିନତି ଶ୍ରୀ ଛାମୁ ପୟରେ |

Informácie o knihe

Celý názov tuma apekhya re
Jazyk Urijština
Väzba E-kniha - Adobe ePub
Dátum vydania 2022
Počet strán 60
EAN 9789356105256
Libristo kód 45069878
Nakladateľstvo Pencil
Darujte túto knihu ešte dnes
Je to jednoduché
1 Pridajte knihu do košíka a vyberte možnosť doručiť ako darček 2 Obratom Vám zašleme poukaz 3 Knihu zašleme na adresu obdarovaného

Prihlásenie

Prihláste sa k svojmu účtu. Ešte nemáte Libristo účet? Vytvorte si ho teraz!

 
povinné
povinné

Nemáte účet? Získajte výhody Libristo účtu!

Vďaka Libristo účtu budete mať všetko pod kontrolou.

Vytvoriť Libristo účet